Jump to content

ଦଶାଦିଆ

ଉଇକିଅଭିଧାନ‌ରୁ

ଦଶାଦିଆ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ଗୃହପାଳିତ ପଶୁ ଆଦିଙ୍କ ପ୍ରତି ଗାଳିବିଶେଷ)

[ସମ୍ପାଦନା]

ଅଲକ୍ଷଣା; ସ୍ୱାମୀଙ୍କୁ ବିପତ୍ତି ଘଟାଇବାର କାରଣ; ଯେଉଁ ପଶୁ ପକ୍ଷୀଙ୍କୁ ପାଳିବାଦ୍ୱାରା ଗୃହସ୍ୱାମୀର କଷ୍ଟ ଓ ଦୁର୍ଭାଗ୍ୟ ଘଟେ —(a term of abuse) Inauspicious or troublesome (cattle etc); having had inauspicious marks on the body which involve the owner in misfortune or trouble (domestic animals) singing troubles on the master.