ଦଶାଦୁର୍ବଳ
ଦୈବଦୁର୍ବିପାକ; କର୍ମବାମ — Misfortune; ill-luck.
ଶ୍ରୀକର ମୂଦକୁ ବଢ଼ାଇଥିବ ସେ ଦଶାଦୁର୍ବଳ କାଳକୁ— ଭଞ୍ଜ. ପ୍ରେମସୁଧାନିଧି