Jump to content

ଦଶାଧିପତି

ଉଇକିଅଭିଧାନ‌ରୁ

ଦଶାଧିପତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଦଶା+ଅଧିପତି)

[ସମ୍ପାଦନା]
୧. ଫଳିତ ଜ୍ୟୋତିଷ ଗଣନାକ୍ରମେ ଯେଉଁ ଗ୍ରହଙ୍କ ଦଶା ମନୁଷ୍ୟ ଭୋଗ କରୁଥାଏ —୧. The planet whose aspect a person is undergoing at a particular period of his life.
୨. ଦଶ ଜଣ ସିପାହିଙ୍କ ସରଦାର; ଜମାଦାର (ହିନ୍ଦୀ - ଶବ୍ଦସାଗର) — ୨. A caption of soldiers.