Jump to content

ଦଶାମୁହୀଁ

ଉଇକିଅଭିଧାନ‌ରୁ

ଦଶାମୁହୀଁ

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

(ଗାଳିରେ ବ୍ୟବହୃତ) ଯାହାର (ଯେ ସ୍ତ୍ରୀଲୋକର) ମୁହଁ ନାନା ମୃତ୍ୟୁଘଟିତ ଯନ୍ତ୍ରଣାରେ ସଦା ବିମର୍ଷ ଦିଶୁଥାଏ —Pale-faced (woman); undergoing troubles of series of deaths in the family.