ଦଶାର୍ଣ୍ଣ
ଦେଖଣା
ଦଶାର୍ଣ୍ଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଦଶ+ଋଣ=ଦୁର୍ଗ)
[ସମ୍ପାଦନା]- ୧. ବିନ୍ଧ୍ୟପର୍ବତର ପୂର୍ବ ଓ ଦକ୍ଷିଣରେ ଥିବା ଦେଶବିଶେଷ —୧. Name of a country to the south east of Bindhya Hills.
[ଦ୍ରଷ୍ଟବ୍ୟ —କାଳିଦାସଙ୍କ ମେଘଦୂତରୁ, ଦେଖାଯାଏ ଯେ ଏ ଦେଶର ରାଜଧାନୀ ବିଦିଶା (ଆଧୁନିକ ଭିଲସା) ଥିଲା; ପ୍ରାଚୀନ ଗ୍ରୀକ୍ ଐତିହାସିକ ଟେଲେମୀ ଏ ଦେଶକୁ 'ଦୋଷାରନ୍' ଏହି ଦେଶ ବାଟେ ଧସାନ ନଦୀ ପ୍ରବାହିତ ହେଉଅଛି]
- ୨. ଉକ୍ତ ଦେଶବାସୀ ବ୍ୟକ୍ତି ବା ରାଜା —୨. A kind or resident of the above country.
- ୩. ତନ୍ତ୍ରୋକ୍ତ ଦଶାକ୍ଷର ମନ୍ତ୍ରବିଶେଷ —୩. Name of a Tantric formula of ten syllables.
ଦଶାର୍ଣ୍ଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଦଶାର୍ଣ୍ଣ+ଆ)
[ସମ୍ପାଦନା]ଧସାନ୍ ନଦୀ — Name of a river.
[ଦ୍ରଷ୍ଟବ୍ୟ —ଏ ନଦୀ ବିନ୍ଧ୍ୟାଚଳରୁ ବାହାରି ବୁନ୍ଦେଲଖଣ୍ଡର କେତେକ ଅଂଶ ବାଟେ ଯାଇ କାଳପୀ ନାପକ ସ୍ଥାନ ନିକଟରେ ଯମୁନାରେ ମିଳିତ ହୋଇଅଛି—ହିନ୍ଦୀ - ଶବ୍ଦସାଗର]