ଦଶାଶ୍ୱମେଧ ଘାଟ
ଦେଖଣା
ଦଶାଶ୍ୱମେଧ ଘାଟ
ଉଚ୍ଚାରଣ
[ସମ୍ପାଦନା](ଦଶାଶ୍ୱମେଧ; ଦଶାଶ୍ୱମେଧିକ ଘାଟ—ଅନ୍ୟରୂପ)
- ୧. କାଶୀର ଗଙ୍ଗାତୀରସ୍ଥ ତୀର୍ଥଘାଟ ବିଶେଷ —୧. Name of sacred bathing ghat of the Ganges in Benares.
[ଦ୍ରଷ୍ଟବ୍ୟ —କାଶୀଖଣ୍ଡରେ ଲେଖା ଅଛି ଯେ, ଏଠାରେ ବ୍ରହ୍ମା ଦିବୋଦାସ ରାଜର୍ଷିଙ୍କ ସହାୟତାରେ ଦଶଗୋଟି ଅଶ୍ୱମେଧ ଯାଗ କରିଥିଲେ ପ୍ରଥମେ ଏ ଘାଟ ରୁଦ୍ରସରୋବର ନାମରେ ପ୍ରସିଦ୍ଧ ଥିଲା ବ୍ରହ୍ମା ଏଠାରେ ଦଶାଶ୍ୱମେଧେଶ୍ୱର ନାମକ ଶିବଲିଙ୍ଗ ସ୍ଥାପନ କରିଥିଲେ ଏ ତୀର୍ଥରେ ସ୍ନାନ କରି ଉକ୍ତ ଶିବଲିଙ୍ଗକୁ ଦର୍ଶନ କଲେ ମନୁଷ୍ୟର ସମସ୍ତ ପାପ ଛାଡ଼ିଯାଏ ହିନ୍ଦୀ - ଶବ୍ଦସାଗର]
- ୨. ପ୍ରୟାଗ ଅନ୍ତର୍ଗତ ତ୍ରିବେଣୀ ନିକଟସ୍ଥ ତୀର୍ଥଘାଟବିଶେଷ (ହିନ୍ଦୀ - ଶବ୍ଦସାଗର) —୨. Name of a sacred place at the junction of the Ganges and the Jamuna at Allahabad.