ଦଶାହ
ଦେଖଣା
ଦଶାହ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଦଶ+ଅହନ୍; ଦ୍ୱିଗୁ)
[ସମ୍ପାଦନା]- ୧. ଦଶ ଦିନବ୍ୟାପୀ କାଳ — ୧. A period of ୧୦ days.
- ୨. ମୃତବ୍ୟକ୍ତିର ପ୍ରେତ ଉଦ୍ଦେଶ୍ୟରେ ୧ମ ଦିନ (ଦଷ ଦିନ) କରାଯିବା କ୍ରିୟା —୨. The funeral ceremonies and rites performed on the ୧୦th day of a person's death.
[ଦ୍ରଷ୍ଟବ୍ୟ —ଗୃହ୍ୟସୂତ୍ରରେ ମୃତକ କର୍ମ ୩ ଦିନେ କରାଯିବାର ବ୍ୟବସ୍ଥା ଅଛି ପ୍ରଥମ ଦିନ ଶ୍ମଶାନକୃତ ଓ ଅସ୍ଥିସଂଚୟ, ଦ୍ୱିତୀୟ ଦିନରୁ ରୁଦ୍ର ଯାଗ ଓ କ୍ଷୌର ଓ ତୃତୀୟ ଦିନ ସପିଣ୍ଡୀକରଣ ସ୍ମୃତି— ମାନଙ୍କରେ ଏହି କୃତ୍ୟକୁ ୧ ଦିନ ପର୍ଯ୍ୟନ୍ତ ବିସ୍ତାରିତ କରା ଯାଇଅଛି ଏହି ଦଶ ଦିନରେ ପ୍ରତିଦିନ ମୃତ ବ୍ୟକ୍ତିର ଦଶାଙ୍ଗ ମଧ୍ୟରୁ ଗୋଟିଏ ଗୋଟିଏ ଅଙ୍ଗର ପୂର୍ତ୍ତି ସକାଶେ ଗୋଟିଏ ଗୋଟିଏ ପିଣ୍ତ ଦେବାର ବ୍ୟବସ୍ଥା ହୋଇଅଛି ଓ ଏକାଦଶ ଦିନ ଶୁଦ୍ଧିଲାଭପୂର୍ବକ ଦ୍ୱିତୀୟାହ ସଂକପ୍ଳ ପାଠ କରାଯାଏ— ହିନ୍ଦୀ - ଶବ୍ଦସାଗର]
- ୩. ମୃତ୍ୟୁର ଦଶମ ଦିନ — ୩. The ୧୦th day of a persons death.
ବାପାଙ୍କ ଦଶାହେ ବାପାଙ୍କ କ୍ରିୟା ପାଇଁ ଗଙ୍ଗା ଦ୍ୱାରେ ଗଲି ମୁଁ ଅତି ତ୍ୱରା ହୋଇ କୃଷ୍ଣସିଂହ. ମହାଭାରତ