ଦଶା ଝିଅ
ଦେଖଣା
ଦଶା ଝିଅ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା](ଗାଳିରେ ବ୍ୟବହୃତ) ଯେଉଁ ଘରୁ ଲୋକେ ସବୁ ବେଳେ ମରନ୍ତି ସେହି ଘରର ଝିଅ; ଯେଉଁ ଝିଅ ଘରେ ଦୁର୍ଦ୍ଦଶା ସୃଷ୍ଟି କରେ — (a term of abuse applied to woman) The daughter of the unfortunate family in which very often death occurs.