Jump to content

ଦଶିପୋକ

ଉଇକିଅଭିଧାନ‌ରୁ

ଦଶିପୋକ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦଶା=ଲୁଗାରପଣତରୁ ବାହାରିଥିବା ସୂତା; ଏ ପୋକମାନେ ସୂତା ପରି ସରୁ ଥିବାରୁ)

[ସମ୍ପାଦନା]

ଏକପ୍ରକାର କୃମି; ଅତି କ୍ଷୁଦ୍ର ଏବଂ ଟିକି ଟିକି ଧଳ ସୂତା ଭଳି କୃମି ଏହି କୃମି ମନୁଷ୍ୟର ଗୁହ୍ୟଦ୍ୱାରରେ ମଳ ସଙ୍ଗେ ଦେଖାଯାଆନ୍ତି —Worms; maggots (white and very small and slender like threads); the join worm; thread worm.

ଦଶିପୋକ ହୃଦରେ ମୁଁ ଥାଏଁ ନିରନ୍ତରେ—ନନ୍ଦେଶଜ - ନାମରତ୍ନଗୀତା