Jump to content

ଦଶୀ

ଉଇକିଅଭିଧାନ‌ରୁ

ଦଶୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦଶ+ଇନ୍; ଦଶା+ଇନ୍)

[ସମ୍ପାଦନା]
୧. ଦଶସଂଖ୍ୟାଯୁକ୍ତ — ୧. Numbering ten.
୨. ଦଶାଯୁକ୍ତ (ବସ୍ତ୍ର); ଯେଉଁ ଲୁଗାର କାନିରୁ ଦଶୀ ଓହଳି— ଥାଏ; ଯେଉଁ ଲୁଗାର ଅଞ୍ଚଳ ଥାଏ — ୨. (a piece of cloth) With loose woofs hanging at the end; hemmed (cloth)
୩. ଶଳିତା ଥାବା (ଦୀପ) — ୩. (a lamp) With wicks.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ନଖର ପାର୍ଶ୍ୱସ୍ଥ ଚର୍ମାଂଶ (ଏହା ଦଶୀ ବା ବା ସରୁ ସୂତା ପରି ଦେଖାଯିବାରୁ) —The skin round the nails.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କବାଟର ଯେଉଁ କୋଣ ଚଉକାଠରେ ଡମଣି ବା କବଜା ସଙ୍ଗେ ଲାଗି ବୁଲେ —The fringe or corner of a door which twins round a joint.


୨. ଲୁଗାର ଧଡ଼ି —୨. The hem of a cloth.
୩. କବାଟ ମୂଳ କଣରେ ଲାଗିଥିବା କାଠଖଣ୍ଡ, ଯାହା କି ଭରାଣ୍ଡି ଉପରେ ବୁଲେ —୩. A plate of wood attached to the corner of a door which turns on a pevot when the door is opened or shut.
୩. ବସ୍ତ୍ରର ଅନ୍ତସୂତ୍ର; ଲୁଗାର ପଣତ କାନିରୁ ଓହଳିଥିବା ସୂତାମାନ —The loose strings or woofs hanging from the long extremity of a cloth.
୪. ମୋଟା ସୂତା —୪. Course thread or woof.