ଦଶେଇବା
ଦେଖାଇବା —To show; to exhibit.
ସେ ରଙ୍ଗବଶେ ଯେ ହୋଇଲେ ଅଶୋକ ସ୍ତବକ—ଉରଜ ଦିଶାଇ— ଉପେନ୍ଦ୍ର ଭଞ୍ଜ. କୋଟୀବ୍ରହ୍ମାଣ୍ଡସୁନ୍ଦରୀ