ଦଶେନ୍ଦ୍ରିୟ
ଦେଖଣା
ଦଶେନ୍ଦ୍ରିୟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଦଶ+ଇନ୍ଦ୍ରିୟ; କର୍ମଧାରୟ)
[ସମ୍ପାଦନା]ପାଞ୍ଚଗୋଟି କର୍ମେନ୍ଦ୍ରିୟ ଓ ପାଞ୍ଚଗୋଟି ଜ୍ଞାନେନ୍ଦ୍ରିୟ —Five organs of action and five organs of sense.
[ଦ୍ରଷ୍ଟବ୍ୟ —ପଞ୍ଚ କର୍ମେନ୍ଦ୍ରିୟ, ଯଥା—ବାକ୍, ପାଦ, ପାଣି, ପାୟୁ, ଉପସ୍ଥ; ପଞ୍ଚ ଜ୍ଞାନେନ୍ଦ୍ରିୟ, ଯଥା:—ଚକ୍ଷୁ, କର୍ଣ୍ଣ, ନାସିକା, ଜିହ୍ୱା, ତ୍ୱକ]