Jump to content

ଦଶ ଆଙ୍ଗୁଠି

ଉଇକିଅଭିଧାନ‌ରୁ

ଦଶ ଆଙ୍ଗୁଠି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଦଶ ଆଙ୍ଗୁଳି—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଦୁଇ ହାତର ଦଶ ଗୋଟି ଅଙ୍ଗୁଳି; ଦୁଇ ଗୋଡ଼ର ଦଶ ଗୋଟି ଅଙ୍ଗୁଳି —The ten finger of both hands or toes of both legs.

[ଦ୍ରଷ୍ଟବ୍ୟ —ହାତର ଆଙ୍ଗୁଠି ନାମ ===

ବୁଢ଼ା ଆଙ୍ଗୁଠି (ସଂସ୍କୃତ - ଅଙ୍ଗୁଷ୍ଠା) —Thumb.

ବିଶ ଆଙ୍ଗୁଠି (ସଂସ୍କୃତ - ତର୍ଜନୀ) —Index; fore finger.

ମଝି ଆଙ୍ଗୁଠି (ସଂସ୍କୃତ - ମଧ୍ୟମା) —Middle finger.

ତାରି ଆଙ୍ଗୁଠି (ସଂସ୍କୃତ - ଅନାମିକା) —Ring finger.

କାଣି ଆଙ୍ଗୁଠି (ସଂସ୍କୃତ - କନିଷ୍ଠା) —Little finger].