ଦଶ କର୍ମ
ଦେଖଣା
ଦଶ କର୍ମ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଦଶ+କର୍ମ; କର୍ମଧା)
[ସମ୍ପାଦନା]ଆର୍ଯ୍ୟ (ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟ) ମାନଙ୍କର ଗର୍ତ୍ତାଧାନ ଆଦି ଅବଶ୍ୟକର୍ତ୍ତବ୍ୟ ଦଶ ଗୋଟି ସଂସ୍କାର —The ten prescribed rituals required to be performed by the ୩ superior castes amongst the Hindus before entering the world; the ten prescribed rites or scraments of a Hindu boy.
[ଦ୍ରଷ୍ଟବ୍ୟ —୧ ସଂସ୍କାର ଯଥା—ଗର୍ଭଧାନ, ସବନ ବା ଫୁସବନ, ସୀମାନ୍ତୋନ୍ନୟନ, ଜାତିକର୍ମ; ନାମକରଣ, ନିଷ୍କ୍ରାମଣ, ଅନ୍ନପ୍ରାଶନ, ଚୂଡ଼ାକରଣ ବା କର୍ଣ୍ଣବୋଧ, ଉପନୟନ, ସମାବର୍ତ୍ତନ ବା ବିବାହ; ବର୍ତ୍ତମାନ ଭାରତୀୟ ଆର୍ଯ୍ୟବଂଶଧରମାନେ ଏ ସଂସ୍କାରମାନ ଯଥା— ନିର୍ଧିଷ୍ଟ କାଳ ଓ କ୍ରମରେ ଗୋଟି ଗୋଟି କରି ନ କରି ବ୍ରତ ବେଳେ କଳ୍ପନାଶକ୍ତିଦ୍ୱାରା ଏକା ହପ୍ପାକେ ଦୁଇ ଦିନ ମଧ୍ୟରେ ବିବାହ ଛଡ଼ା ନଅ ଗୋଟି ଯାକ କର୍ମ ସମାଧା କରି ବିଧିରକ୍ଷା କରୁ ଅଛନ୍ତି]