ଦଶ ଜଣ
(ଦଶଲୋକ—ଅନ୍ୟରୂପ)
(ଯଥା—ମୋ ଘରକୁ ତ ଦଶ ଜଣ ଆସୁଆଛନ୍ତି, କିଏ ମୋ ଧନ ଚୋରି କରି ନେଇଛି ବୋଲି ମୁଁ କାହାକୁ ଧରିବି?)