ଦଶ ଦଶା
ଦେଖଣା
ଦଶ ଦଶା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଦଶ+ଦଶା; କର୍ମଧା)
[ସମ୍ପାଦନା]- ୧. ମନୁଷ୍ୟ ଜୀବନର ଦଶ ଅବସ୍ଥା — ୧. Ten stages of a human life.
[ ଦ୍ର—ଦଶ ଅବସ୍ଥା; ଯଥା—ଗର୍ଭବାସ, ଜନ୍ମ, ବାଲ୍ୟ, କୌମାର, ପୌଗଣ୍ଡ, ଯୌବନ, ସ୍ଥାବିର୍ଯ୍ୟ, ଜରା, ପ୍ରାଣରୋଧ ଓ ପ୍ରାଣନାଶ ]
- ୨. କାମାତୁର ବ୍ୟକ୍ତିର ଦଶ ଗୋଟି ଅବସ୍ଥା — ୨. The ten stages which an unrequited lover experiences.
[ ଦ୍ର—ଦଶ ଅବସ୍ଥା, ଯଥା—ଅଭିଳାଷ, ଚିନ୍ତା, ସ୍ମୃତି, ଗୁଣ କଥନ, ଉଦ୍ଦେଗ, ପ୍ରଳାପ, ଉନ୍ମାଦ, ବ୍ୟାଧି, ଜଡ଼ତା ଓ ମୃତ୍ୱୁ ]
- ୩. ଭକ୍ତର ଦଶ ଗୋଟି ଅବସ୍ଥା —୩. The ten stages passed by a devotee.
[ ଦ୍ର—ଦଶ ଅବସ୍ଥା, ଯଥା—ଶ୍ରବଣ, କୀର୍ତ୍ତନ, ସ୍ମରଣ, ଅର୍ଜନା, ବନ୍ଦନା, ପଦସେବନ, ଦାସ୍ୟ, ସୌଖ୍ୟ, ନିବେଦନ, ସ୍ଥିରଭାବ]