Jump to content

ଦଶ ଦାନ

ଉଇକିଅଭିଧାନ‌ରୁ

ଦଶ ଦାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବୈତରଣୀ ଦାନ; ମନୁଷ୍ୟର ମୁମୂର୍ଷୂ ଅବସ୍ଥାରେ କରାଯିବା ଦଶବିଧ ଦ୍ରବ୍ୟର ଦାନ — ୧. The gift or present of ten specified articles offered by a man at his last stage of expiring.

[ ଦ୍ର—ମଲା ପରେ ମନୁଷ୍ୟକୁ ପ୍ରେତପୁରୀକୁ ବେଷ୍ଟନ କରଥିବ ତପ୍ତବୈତରଣୀ ନଦୀକୁ ପାରି ହେବାକୁ ପଡ଼େ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି ତେଣୁ ସେହି ନଦୀକୁ ନିରାପଦରେ ଉତ୍ତୀର୍ଣ୍ଣ ହୋଇ ପାରିବା ବିଶ୍ୱାସରେ ମନୁଷ୍ୟ ମରିବା ପୂର୍ବରୁ ବ୍ରାହ୍ମଣଙ୍କୁ ଦଶ ଗୋଟି ଦାନ କରେ ଯଥା—ଗୋରୁ, ଭୂମି, ସୁନା, ବସ୍ତ୍ର, ଲୁହା ବା ଶାଳଗ୍ରାମଶିଳା , ତମ୍ୱା ବା ଅନ୍ନ, ରାଶି, ଯବ, ଜଳପାତ୍ର ବିଞ୍ଚଣା]

୨. ପଶାର ଦଶ ସଂଖ୍ୟକ ଦାନ —୨. The throw of the dice resulting in the turning up of ten points.

ପଶାରେ ଯେ ଦଶ ଦାନ ଖେଡ଼ରେ ସେ ପଡ଼େ ଜାଣ ପାଚୀ. ନଳ ଚରିତ