ଦଶ ମହାବିଦ୍ୟା
ଦେଖଣା
ଦଶ ମହାବିଦ୍ୟା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]ତନ୍ତ୍ରୋକ୍ତ ମହାଶକ୍ତି ବା ଦୁର୍ଗାଙ୍କର ଦଶବିଧା ମୂର୍ତ୍ତି —The Goddess Durgā in her ten manifestation as described in the Tantras (ତନ୍ତ୍ର).
[ ଦ୍ର—ଦଶବିଧା ମୂର୍ତ୍ତି, ଯଥା—କାଳୀ, ତାରା, ଷୋଡ଼ଶୀ, ଭୁବନେଶ୍ୱରୀ, ଭୈରବୀ, ଛିନ୍ନମସ୍ତା, ଧୂମାବତୀ, ବଗଳା, ମାତଙ୍ଗୀ ଓ କମଳା ବା ରାଜରାଜେଶ୍ୱରୀ]