Jump to content

ଦଶ ମାସ ଦଶ ଦିନ

ଉଇକିଅଭିଧାନ‌ରୁ

ଦଶ ମାସ ଦଶ ଦିନ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଶାସ୍ତ୍ର ମତରେ ଭ୍ରୂଣର ଜନ୍ମ ହେବା ପୂର୍ବରୁ ମାତୃଗର୍ଭରେ ରହିବାର ସମୟ — Ten months and ten days said to be the time during which a child lives in the mother's womb after conception.

[ଦ୍ରଷ୍ଟବ୍ୟ —ଫଳତଃ ଏହା ନଅ ମାସଠାରୁ ଏଗାର ମାସ ପର୍ଯ୍ୟନ୍ତ ସମୟ]

ଦଶ ମାସ ଦଶ ଦିନ ଗର୍ଭରେ ଧାରଣ କରି ମାତ ସହିଅଛୁ କେତେ ଯେ କଷଣ ଗୋବିନ୍ଦ ରଥ. କବିତା