ଦଷ୍ଟ
କାମୁଡ଼ା ହୋଇଥିବା; ଦନ୍ତଦ୍ୱାରା କ୍ଷତି —Bitten; stung.
[ଦ୍ରଷ୍ଟବ୍ୟ —ଏହା ପ୍ରାୟଶଃ ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୋଇ ବ୍ୟବହୃତ ହୁଏ ଯଥା—ସର୍ପଦଷ୍ଟ; କୀଟଦଷ୍ଟ, ବୃଶ୍ଚିକଦଷ୍ଟ, ଅନୁତାପଦଷ୍ଟ, ଦୁଷ୍ଟଦଷ୍ଟ ଇତ୍ୟାଦି]