ଦସ୍ତର୍ ଖାନା
ଦେଖଣା
ଦସ୍ତର୍ ଖାନା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦସ୍ତର୍ ଖୋୟାନନ୍ଦ୍)
[ସମ୍ପାଦନା]- ୧. ଟେବଲ ଉପରେ ପକାଇବାର ଲୁଗା — ୧. Table cloth.
- ୨. ମୁସଲମାନ୍ ଓ ସାହେବମାନେ ଖାଇବାବେଳେ ଟେବଲ ଉପରେ ବା ଭୂମି ଉପରେ ଯେଉଁ ଚାଦର ବିଛାନ୍ତି ଓ ଯହିଁ ଉପରେ ଖାଦ୍ୟପାତ୍ରାଦି ରଖାଯାଏ — ୨. A cloth spred on the table or on the ground on which dinner-plates are set.