Jump to content

ଦହକ

ଉଇକିଅଭିଧାନ‌ରୁ

ଦହକ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦହ୍ ଧାତୁ କିମ୍ୱା ଧୁକ୍ଷ ଧାତୁ=ସନ୍ଦୀପନ, ବା ସଂସ୍କୃତ - ଧଗଦ୍ଧଗତ୍)

[ସମ୍ପାଦନା]
୧. ଡହକ; ଉତ୍ତାପ; ଜ୍ୱାଳା — ୧. Heat; blaze.
୨. ରଡ଼; ଅଗ୍ନିର ଦାଉଦାଉ ହେବା ଅବସ୍ଥା — ୨. Glowing condition of fire, (e.g. in live charcoal).

ଅନୁବାଦ

[ସମ୍ପାଦନା]

ବିଶେଷଣ -

[ସମ୍ପାଦନା]
୧. ଜଳନ୍ତା; ରଡ଼ —୧. Blazzing; glowing.

(ଯଥା—ଦହକ ନିଆଁ; ଦହକ ଚୁଲି; ଦହକ ଅଙ୍ଗାର)

[ଦ୍ରଷ୍ଟବ୍ୟ — ଶିଖାଯୁକ୍ତ ହେଇ ଜଳୁଥିବା ନିଆଁକୁ 'ଦହକ' ବୋଲାଯାଏ ନାହିଁ କାଠ ଆଦି ଜଳିଯିବା ପରେ ଆଙ୍ଗାର ଦହକୁ ଥିବା ବା ଦାଉ ଦାଉ କରିବା ଅବସ୍ଥାକୁ ଦହକ ବୋଲୋଯାଏ]