Jump to content

ଦହଗଞ୍ଜ

ଉଇକିଅଭିଧାନ‌ରୁ

ଦହଗଞ୍ଜ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦହ ଧାତୁ ଓ ଗଞ୍ଜ ଧାତୁ)

[ସମ୍ପାଦନା]

ବ୍ୟତିବ୍ୟସ୍ତ ହେବା; ପୀଡ଼ା —Worry; state of being troubled; botheration.

ବ୍ୟତିବ୍ୟସ୍ତ; ପ୍ରପୀଡ଼ିତ —Worried; opperssed; pestered.