Jump to content

ଦହଜକରିବା

ଉଇକିଅଭିଧାନ‌ରୁ

ଦହଜକରିବା

ଉଚ୍ଚାରଣ

[ସମ୍ପାଦନା]

(ଦହଜ୍ୟ କରିବା—ଅନ୍ୟରୂପ)

ଗ୍ରାମ୍ୟ - କ୍ରିୟାପଦ -

[ସମ୍ପାଦନା]

ପୋଡ଼ିବା; ଦହନ କରିବା; ଦଗ୍ଧ କରିବା — To burn down

କାଳେ ସଂସାର କରଇ ଦହିଜ ସେହି ପ୍ରକାରେ ନନ୍ଦର ତନୁଜ ଭକ୍ତ. ମଥୁରାମଙ୍ଗଳ