ଦହନ
ଦେଖଣା
ଦହନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଦଦ୍ ଧାତୁ+ କର୍ମ. ଅନ)
[ସମ୍ପାଦନା]- ୧. ଦାନ; ଦତ୍ତବସ୍ତୁ —୧. A gift.
- ୨. (+ ଭାବ. ଅନ) ଦାନ କରିବା; ବିତରଣ — ୨. Act of giving or distributing.
ଦହନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଦହ୍ ଧାତୁ+କର୍ତ୍ତୃ. ଅନ)
[ସମ୍ପାଦନା]- ୧. ଅଗ୍ନି; ନିଆଁ —୧. Fire.
ଜତୁଗୃହେ ପାଣ୍ଡବେ ଲଗାନ୍ତେ ଦହନ କୃଷ୍ଣସିଂହ ମହାଭାରତ ଆଦି
- ୨. (+ ଭାବ. ଅନ) ଦାହ —୨. Inflammation.
- ୩. ପୋଡ଼ିଯିବା —୩. Burning.
- ୪. (+ କର୍ତ୍ତୃ. ଅନ) ଦୁଷ୍ଟଲୋକ —୪. Wicked person.
- ୫. ଧଳା ଚିତା ଗଛ —୫. Lead wrot plumbago Zeylanica.
ବିଶେଷଣ -
[ସମ୍ପାଦନା]- ୧. ଦାହକ —୧. Burning.
ଦେଶଜ - ବିଶେଷଣ -
[ସମ୍ପାଦନା]ଦଗ୍ଧ —୨. Burnt.
ପୁରୋଚକ ଆଦି ହୋଇଲେ ଦହନ କୃଷ୍ଣସିଂହ ମହାଭାରତ. ଆଦି
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ନାଶ —Destruction.
ଶୁଣିଲେ ମୋ ଚିତ୍ତରୁ ଯେ ସଂଶୟ ଦହନ ପ୍ରାଚୀ. ଶିବ. ସ୍ୱଭୋଦୟ