Jump to content

ଦହଲ

ଉଇକିଅଭିଧାନ‌ରୁ

ଦହଲ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦଳାଢ଼୍ୟ)

[ସମ୍ପାଦନା]
୧. କାଦୁଅ — ୧. Mud; sludge.
୨. ପଙ୍କ —୨. Slime; mire.
୩. ଦଖଲା ବା ପଙ୍କୁଆ ଅବସ୍ଥା —୩. Muddy or miry condition.
୪. ଅଳ୍ପ ପାଣି ବେଶି ପଙ୍କ ଓ ଜଳମୟ ପୋଖରୀ — ୪. A muddy tank; moor; fen; a bog.

ବିଶେଷଣ -

[ସମ୍ପାଦନା]

ଦହଲା (ଦେଖ) - — Dahalā (See).