Jump to content

ଦହଲା

ଉଇକିଅଭିଧାନ‌ରୁ

ଦହଲା

ଉଚ୍ଚାରଣ

[ସମ୍ପାଦନା]

ଦହରା;ଦହଲିଆ;ଅନ୍ୟରୂପ

  • (file)
  • (file)

ଅନୁବାଦ

[ସମ୍ପାଦନା]
(ଦହଲୀ—ସ୍ତ୍ରୀ) 

ଦେଶଜ - ବିଶେଷଣ -

[ସମ୍ପାଦନା]
୧. କାଦୁଅ; ପଙ୍କିଳ —୧. Muddy; slimy.
୨. ପଙ୍କ ଓ ଜଳମୟ;ଯହିଁରେ ଲୋକ ପଶିଗଲେ ସହଜେ ଉଠି ପାରେ ନାହିଁ — ୨. Moory; boggy; moisty.

ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ସ୍ଥୂଳକାୟ)

[ସମ୍ପାଦନା]

ମୋଟା; ସ୍ଥୂଳକାୟ — Far (male).

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଦହିଲା (ଦେଖ) - —Dahilā (See)