Jump to content

ଦହିଗୁଡ଼ୁଭାତ

ଉଇକିଅଭିଧାନ‌ରୁ

ଦହିଗୁଡ଼ୁଭାତ

ଉଚ୍ଚାରଣ

[ସମ୍ପାଦନା]

(ଦହିଗୁଡ଼ଭାତ; ଦହିବୁଡ଼ୁଭାତ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଅବ୍ୟୂଢ଼ାନ୍ନ; ଦଧି+ଗୁଡ଼+ଭକ୍ତ)

[ସମ୍ପାଦନା]

ବିବାହର ପୂର୍ବ ଦିନ କୁମାର ବର ଓ କୁମାରୀ କନ୍ୟା (ଅବିବାହିତ ଅବସ୍ଥାରେ) ଦହି ଭାତ ଖାଇବା ରୂପ ସ୍ତ୍ରୀଆଚାର; ଅବ୍ୟୂଢ଼ାନ୍ନ —A meal (of rice mixed with curd) taken by a bride and a bridegroom respectively the last time on the previous day of marraige.