Jump to content

ଦହିଚୁଡ଼ା

ଉଇକିଅଭିଧାନ‌ରୁ

ଦହିଚୁଡ଼ା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦଧି ଓ ଚୀପିଟକ; ସହଚର ଶବ୍ଦ)

[ସମ୍ପାଦନା]
୧. ଚୁଡ଼ା ଦହି; ଚୁଡ଼ା ସଙ୍ଗେ ଦହି ଗୋଳାଇ ପ୍ରସ୍ତୁତ କରାଯିବା ଖାଦ୍ୟ —୧. Food prepared by mixing parched rice with curds.
୨. ଶୁଦ୍ଧି; ଶ୍ରାଦ୍ଧ, ପ୍ରାୟଶ୍ଚିତ୍ତ ଓ ଉତ୍ସବାଦି ଉପଲକ୍ଷେ କରା— ଯିବା ବ୍ରାହ୍ମଣ ଭୋଜନ —୨. Feeding of Brahmins on religious or funeral occasions.

[ଦ୍ରଷ୍ଟବ୍ୟ — ଆମଦେଶରେ ଆଜିକାଲି ବ୍ରାହ୍ମଣଙ୍କ ପ୍ରତି ଲୋକଙ୍କ ଭକ୍ତି ଦହିଚୁଡ଼ାରେ ପର୍ଯ୍ୟବସିତ ହୋଇଅଛି ଗୁଡ଼ିଏ ଚୁଡ଼ା ଓ

ତହିଁ ସଙ୍ଗେ କିଛି ଦହି ଓ ତହିଁ ସଙ୍ଗେ ବଟିକା ମାତ୍ରାରେ ଦିଶୁ ଗୁଡ଼ ଦେଇ ଶାସ୍ତ୍ରୋକ୍ତ ବ୍ରାହ୍ମଣଭୋଜନ କାର୍ଯ୍ୟ ସମାଧା କରାଯାଏ]