ଦହିଛେନା
ଦେଖଣା
ଦହିଛେନା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ଦଧି ଓ ଛିନ୍ନରୁ)
[ସମ୍ପାଦନା]ଘୋଳ—ଦହିକୁ ନିଆଁରେ ସିଝାଇ ତିଆରି କରାଯିବା ଛେନା — Cheese prepared by boiling whey.
[ଦ୍ରଷ୍ଟବ୍ୟ —ଦୁଧ ଉତୁରିବା ଅବସ୍ଥାରେ ତହିଁରେ ଖଟା ପକାଇଲେ ତାହା ଛିଣ୍ଡିଯାଇ ଯେଉଁ ଛେନା ହୁଏ ତାହାକୁ ଦୁଧ ଛେନା କହନ୍ତି ଦୁଧ ଛେନାରୁ ସନ୍ଦେଶ ବା କଞ୍ଚାଗୋଲା, ରସଗୋଲା, ଲାଲମୋହନ, ଲେଡ଼ିକେନିଙ୍ଗ୍, ଚମଚମ, ଗୁପ୍ଚୁପ୍, ଗୋଲାପଜାମୁ ଆଦି ତିଆରି ହୁଏ
ଦୁଧ ଛେନା ଅପେକ୍ଷା ଦହି ଛେନା ଖଟା ଦହି ଛେନାରେ ଗୁଡ଼ ଗୋଳାଇ ଛେନାଗୁଡ଼ ଓ ପିଠାର ପୁର ତିଆରି ହୁଏ ଏଥିରୁ ଛେନା ବଡ଼ା, ଛେନା ତାଡ଼ିଆ ଆଦି ତିଆରି ହୁଏ
ଦହି ଛେନା ଦୁଧ ଛେନା ଅପେକ୍ଷା ଦୁଷ୍ପାଚ୍ୟ ]