Jump to content

ଦହିତୋଡ଼ପା

ଉଇକିଅଭିଧାନ‌ରୁ

ଦହିତୋଡ଼ପା

ଉଚ୍ଚାରଣ

[ସମ୍ପାଦନା]
(ଦହିତୋଡ଼ପୀ—ସ୍ତ୍ରୀ) 

ଦହିସେଡ଼କା, ଦହୀସୋଡ଼କାଅନ୍ୟରୂପ

ଦହିସେଡ଼କୀ, ଦହିସୋଡ଼କୀସ୍ତ୍ରୀ

  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଦହିବାଲୀ ଦହି ବିକ୍ରି କରିବାବେଳେ ଦହି ମାପିବା ପାଇଁ ବ୍ୟବହାର କରୁଥିବା ସଢ଼େଇ ବା କଂସାନିର୍ମିତ ପାତ୍ରବିଶେଷ — ୧. A pot (made of cocoa- nut shell or bellmetal) used for measuring curd while selling.

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୨. (ଗାଳିବିଶେଷ) ଯେଉଁ ବ୍ୟକ୍ତି ହାପୁର କରି ଏକାଥରକେ ବହୁପରିମାଣରେ ଦହି ଖାଏ ଓ ଏପରି ଖାଇଲାବେଳେ ସଡ଼ସଡ଼ ଶବ୍ଦ କରେ —୨. One who gulps a large quantity of whey down his throat with a sound.

ଚେପଟା ନାକୀ ସୋଡ଼କୀ (ସୋଡ଼କୀ) ଅଇଁଠା ପତରେ ଖାଏ; ଗୋଡ଼ରେ ଅଇଁଠା ଲାଗିଲାକ୍ଷଣି ନଈକି ଗାଧୋଇ ଯାଏ ଢଗ