Jump to content

ଦହିନଉତି

ଉଇକିଅଭିଧାନ‌ରୁ

ଦହିନଉତି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଦେଉଳର ମୁଣ୍ଡିରେ ଚକ୍ରତଳେ ଥିବା ଦଧିଭାଣ୍ଡ ଆକାରରେ ଗୋଲାକାର ପଥର ବା ଚୂନର ଗୋଲକ —୧. The round pitcher like ball of stone or masonry put on the crown of a temple.
୨. ତକ୍ରପୂର୍ଣ୍ଣ ବଡ଼ ହାଣ୍ଡି — ୨. A large pot full of whey.