Jump to content

ଦହିନା

ଉଇକିଅଭିଧାନ‌ରୁ

ଦହିନା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଦ(ଦା)ଇନା; ଦହିନା କଜେଇ; ଦାହିନା କଜେଇ—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦହାନା)

[ସମ୍ପାଦନା]

ଘୋଡ଼ାର ପାଟି ମଧ୍ୟରେ ଦିଆଯିବା ଲୁହାର କଜେଇ —Bit; curb.

(ଯଥା—ଏଥର ଦୁଇପାଖରେ ଥିବା ଲୁହା କଡ଼ିରେ ଲଗାମ ବନ୍ଧାଯାଏ)