Jump to content

ଦହିବା

ଉଇକିଅଭିଧାନ‌ରୁ

ଦହିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦହିଯ(ଜ) କରିବା, ଦହିଯ୍ୟ କରିବାଅନ୍ୟରୂପ

ଦେଶଜ - କ୍ରି. (ସଂସ୍କୃତ - ଦହ୍ ଧାତୁ

[ସମ୍ପାଦନା]
୧. ପୋଡ଼ି ଦେବା; ଦଗ୍ଧ କରିବା; ନିଆଁ ଲଗାଇ ତହିଁରେ ଜାଳି ଦେବା — ୧. To burn; to destroy by fire.

ସୁବରନକୁ ତୋହର; ସୁବରନ ସରି ନୋହିବ ଅନଳେ ତହୁଅଛି ତା ଶରୀର— କବିସୂର୍ଯ୍ୟ ତମ୍ପାଗୀତ

୨. (ଲକ୍ଷଣାର୍ଥ) ଦହଗଞ୍ଜ କରିବା —୨. (fig) to harass; to cause insense anxiety.
୩. ପୋଡ଼ି ଦେବା —୩. To be burnt.

ସଜ୍ଜନ ଦୁଃଖାଗ୍ନିରେ ଦହି ପୁଣ୍ୟର ତେଜରେ ଶୋରଇଁ-ମଧୁସୂଧନ, ଛନ୍ଦମାଳା