ଦହିବାଲୀ
(ଦହିବୁଆଲୀ, ଦଇବାଲୀ—ଅନ୍ୟରୂପ)
ଯେଉଁ ସ୍ତ୍ରୀ ଦହି ବିକ୍ରି କରେ — A female whey-seller.
ଦହିବାଲୀକୁ ଚୂଡ଼ାବାଲୀ ସାଖୀ—ଢଗ