ଦହିମୋହିଁବା
ଦହି ମୁହାଁଇବା, ଦହି ଗୋଳାଇବାଅନ୍ୟରୂପ
ଘୋଳି ଦହି ତିଆରି କରିବା ପାଇ ବସା ଦହିକୁ ଖୁଆରେ ମନ୍ଥନ କରିବା; ଦଧି ମନ୍ଥନ କରିବା — To churn curd.