Jump to content

ଦହିଯ

ଉଇକିଅଭିଧାନ‌ରୁ

ଦହିଯ

ଉଚ୍ଚାରଣ

[ସମ୍ପାଦନା]

(ଦହିଜ୍ୟ—ଅନ୍ୟରୂପ)

ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ଗହ୍ୟ)

[ସମ୍ପାଦନା]
୧. ଦୁଗ୍ଧ — ୧. Burnt.

କଲେ ସୂର୍ଯ୍ୟନିଜ ମଣିକ ଦହିଯ ନୋହେ କି ସେ ସୂର୍ଯ୍ୟଙ୍କର ଦୀନକୃଷ୍ଣ. ରସକଲ୍ଲୋଳ

୨. ଦହଗଞ୍ଜ; ପ୍ରପୀଡ଼ିତ — ୨. Tormented; harassed.

ବିଶେଷ୍ୟ -

[ସମ୍ପାଦନା]

ଦହନ —Burning.