ଦହି ଦେବା
ଦେଖଣା
ଦହି ଦେବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଦହନ କରିବା; ନାଶ କରିବା — ୧. To destory.
ତିନିଲୋକ ବୀରଙ୍କ ଦର୍ପ ଦେବି ଦହି—କୃଷ୍ଣସିଂହ. ମହାଭାରତ. ବନ
- ୨. ଦଳିଚକଟି ପକାଇବା — ୨. To crush; to knead.
- ୩. (ଲକ୍ଷଣାର୍ଥ) ବଳିଯିବା — ୩. (firugative) To excel.
ଯୁଧିଷ୍ଟିରଙ୍କ କରେ ଶକ୍ତିବର ରହି ଯମ କାଳଦଣ୍ଡ ପ୍ରଭାକୁ ଦେଲା ଦହି କୃଷ୍ଣସିଂହ. ମହାଭାରତ. ଶଲ୍ୟ