ଦହି ପଖାଳ
ଦେଖଣା
ଦହି ପଖାଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦହି ପଖାଳ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଦଧ୍ୟନ୍ନ; ଭାତ ସଙ୍ଗେ ଦହି ମିଶାଇ ପ୍ରସ୍ତୁତ କରାଯିବା ଏକପ୍ରକାର ରୂଚିକର ଖାଦ୍ୟ — Boiled rice moistened with curds.
ଦହି ଭାତ, ଦଇ ପଖାଳଅନ୍ୟରୂପ
[ଦ୍ରଷ୍ଟବ୍ୟ -ରୁଚିଭେଦରେ ଏଥିରେ ଲେମ୍ୱୁରସ, ଅଦାଛେଚା, କିଞ୍ଚିତ୍ ମିଠା ଦେଇ ଘିଅ ଓ ଜୀରା ବଘାରିବାଦ୍ୱାରା ଏହା ସମୟରେ ଅତି ଉପାଦେୟ ହୁଏ ଏମନ୍ତେ କି ଦେବତାମାନଙ୍କ ନିକଟରେ ଖେଚେଡ଼ି ସଙ୍ଗେ ଦହିପଖାଳ ଭୋଗରୂପେ ଅର୍ପିତ ହୁଏ]