ଦହି ବସେଇବା
ଦେଖଣା
ଦହି ବସେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]ବସାଦହି କରିବା ନିମନ୍ତେ ଈଷତ୍ ଗରମ ଦୁଧରେ ମହି ପକାଇବା —To set down milk (after putting some acid base in it) for turning it into curds.
[ଦ୍ରଷ୍ଟବ୍ୟ -ଦୁଧରୁ ବସାଦହି ନିମନ୍ତେ କୌଶଳ ଓ ଅଭ୍ୟାସ ଲୋଡ଼ା ସମସ୍ତଙ୍କ ଦେଇ ଉତ୍କୃଷ୍ଟ ଦହି ବସେ ନାହିଁ ଦୁଧ କେତେ ଗରମ ଥାଉଁ ଥାଉଁ ସେଥିରେ ମହି ପକାଇବାକୁ ହେବ କେତେ ପରିମାଣରେ ମହି ଦିଆଯିବ ଏହା ସମସ୍ତେ ଜାଣନ୍ତି ନାହିଁ ଏକା ଦୁଧକୁ ଦୁଇ ଜଣଙ୍କୁ ଦହି ବସାଇବାକୁ ଦେଲେ ଦେଖାଯିବ ଯେ ଦହି ବସିବା ଓ ସ୍ୱାଦରେ ଅବଶ୍ୟ ପ୍ରଭେଦ ଦେଖାଯିବ ]