Jump to content

ଦହି ହାଣ୍ଡି

ଉଇକିଅଭିଧାନ‌ରୁ

ଦହି ହାଣ୍ଡି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଯେଉଁ ହାଣ୍ଡିରେ ଦୁଧରେ ମହି ପକାଇ ଦହି ବସାଯାଏ —୧. A pot used for curding milk.
୨. ଯେଉଁ ହାଣ୍ଡିରେ ବସା ଦହିକୁ ମୁହାଁଯାଏ — ୨. An earthen vessel used for churning curd a churning pot.
୩. ଯେଉଁ ହାଣ୍ଡିରେ ଦହି ଥାଏ —୩. The earthen pot in which curd is kept; the pot containing curd.