Jump to content

ଦହି ହେବା

ଉଇକିଅଭିଧାନ‌ରୁ

ଦହି ହେବା

ଉଚ୍ଚାରଣ

[ସମ୍ପାଦନା]

ଦହିଯ ହେବା, ଦହିଯ୍ୟ ହେବାଅନ୍ୟରୂପ

ଦେଶଜ - କ୍ରି. (ସଂସ୍କୃତ - ଦହ୍ ଧାତୁର କର୍ମକାଚ୍ୟ)

[ସମ୍ପାଦନା]

(ଲକ୍ଷଣାର୍ଥ) ଦହଗଞ୍ଜ ହେବା — (figurative) To undergo harassment; to suffer great mental anxiety or worry.

ଦହି ହେବ ସିନା ଆପେ ଅନୁତାପେ ରାଧାନାଥ. ମହାଯାତ୍ରା