Jump to content

ଦହ୍ୟ

ଉଇକିଅଭିଧାନ‌ରୁ

ଦହ୍ୟ

ଉଚ୍ଚାରଣ

[ସମ୍ପାଦନା]

ଦହିଯ, ଦହିଯ୍ୟଅନ୍ୟରୂପ

ଦେଶଜ - ବିଶେଷଣ - (ସଂସ୍କୃତ - ଦାହ୍ୟ)

[ସମ୍ପାଦନା]
୧. ପୋଡ଼ା; ଦଗ୍ଧ —୧. Burnt.
୨. ଦହଗଞ୍ଜ; ଦଗ୍ଧନି —୨. Troubled; harassed; prstered; agitated; perturbed.

ବିଶେଷ୍ୟ -

[ସମ୍ପାଦନା]

ଦଗଧନି; ଦହଗଞ୍ଜ; ଆକୁଳତା —Harassment; mental agitation; perturbation.