Jump to content

ଦାଆ

ଉଇକିଅଭିଧାନ‌ରୁ

ଦାଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦାତ୍ର)

[ସମ୍ପାଦନା]
୧. ଧାନ୍ୟାଦି କାଟିବାର କରତ ପରି ଦାନ୍ତୁରା କଟୁରୀ; ଧାନ୍ୟକର୍ତ୍ତରା —୧. A sickle; scythe.

(ଯଥା—ଏ ବରଷ ଆମ ବିଲକୁ ଦାଆ ଯିବ ନାହିଁ)

୨. କଟାରୀ —୨. A bill-hook; chopping knife.