Jump to content

ଦାଆବେଠି

ଉଇକିଅଭିଧାନ‌ରୁ

ଦାଆବେଠି

ଉଚ୍ଚାରଣ

[ସମ୍ପାଦନା]

(ଦାଆ ଭେଟି—ଅନ୍ୟରୂପ)

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ଗ୍ରାମର ଗଉନ୍ତିଆ ବା ମାଫିଦାର— ମାନଙ୍କ ଜମିରୁ ଧାନ କଟା ହେବାପାଇଁ ବିନା ପାରିଶ୍ରମିକରେ ରୟତମାନେ ଦାଆଦ୍ୱାରା ଯେଉଁ ବେଠି କରନ୍ତି —Free harvesting of paddy of the Gountia or Mafidar of a village by the royats.