ଦାଇକା
ଦେଖଣା
ଦାଇକା
ଉଚ୍ଚାରଣ
[ସମ୍ପାଦନା](ଦାଏକା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଦାୟିକା; ଦାୟେକା; ଦାହିକା; ଡାହିକା; ଯାତ୍ରା ଓ ପାଲାବାଲାଙ୍କ ମଧ୍ୟରେ ଉତ୍ତର ପ୍ରତ୍ୟୁତ୍ତର ଛଳରେ ଦୁଇ ପକ୍ଷ ପରସ୍ପରପ୍ରତି ଯେଉଁ ଛଳପୂର୍ଣ୍ଣ ଗୀତ ବୋଲନ୍ତି —୧. Lronical and satirical doggerels or conplets flung at each other by antagonistic parties of dancers and singers.
- ୨. ପ୍ରବଚନ —୨. Proverb.
କୁଆ କହିବାବେଳେ ଭାଗବତରୁ ତେର ତେର ପଦ ଦାଇକାଦେଇ କହେ ଫକୀରମୋହନ. ଗଳ୍ପ ସ୍ୱଳ୍ପ