ଦାଇକା ପକେଇବା
(ଦାୟିକା ମାରିବା—ଅନ୍ୟରୂପ)
ଯାତ୍ରାବାଲା ତାର ଅପର ପକ୍ଷ ପ୍ରତି ଛଳୋକ୍ତି ପ୍ରୟୋଗ କରି ଗୀତ ଗାଇବା —Singing of ironical doggerels or conplets by a dancer against his antagonistic party.