Jump to content

ଦାଇକା ମାରିବା

ଉଇକିଅଭିଧାନ‌ରୁ

ଦାଇକା ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ନାଟରେ, ବାଦୀ ପାଲାରେ କିମ୍ୱା କଳହ ସମୟରେ ବିପକ୍ଷକକୁ ଜବାବ ଦେବା କିମ୍ୱା ନନ୍ଦା କରି କହିବା