Jump to content

ଦାଇବା

ଉଇକିଅଭିଧାନ‌ରୁ

ଦାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଦୋ. ଧାତୁଜ; ଦାତ୍ରରୁ)

[ସମ୍ପାଦନା]
୧. ଦାଆରେ ଧାନଗଛ ଆଦିକୁ କାଟିବା; ମୂଳପୋଛ କରି ତୃଣ କାଟିବା —୧. To cut padddy plants with the sickle; to now down grass etc.

ଦେଇଥିଲେ ପାଇବ, ବୁଣିଥିଲେ ଦାଇବ; ପଡ଼ିଆ ଭୂମିରେ ଗୋଧନ ଚରାଇବ—ଚକୁଳିଆ ପଣ୍ଡା ଗୀତ


୨. (ଲକ୍ଷଣାର୍ଥ) ନିଜର ପୂର୍ବକୃତ କର୍ମଫଳ ଭୋଗ କରିବା — ୨. To enjoy or suffer or reap the fruits of one's fate.
୩. ଦାହିବା (ଦେଖ) - —୩. Dāhibā (See)