ଦାଇ ମୁଦେଇ
ଦେଖଣା
ଦାଇ ମୁଦେଇ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦାଇ ମୁଦେଇ
|
ଦେଶଜ - ବିଶେଷ୍ୟ - (ସହଚର ଶବ୍ଦ; ସଂସ୍କୃତ - ଦାୟୀ ଓ ଫାରାସୀ - ମୁଦେଇ)
[ସମ୍ପାଦନା]- ୧. କୌଣସି ଅଭିଯୋଗ ସମ୍ୱନ୍ଧେ ପ୍ରକାଶ୍ୟଭାବରେ ଅଭିଯୋଗ ଉତ୍ଥାପନ କରିବା ବ୍ୟକ୍ତି — ୧. A person who accuses another openly
- ୨. ଦାବୀଦାର —୨. Claimant.
ଦେଶଜ - ବିଶେଷଣ -
[ସମ୍ପାଦନା]ଦାୟିତ୍ୱପୂର୍ଣ୍ଣ (ଲୋକ) — Responsible; accountable.